ଛତ୍ରପୁର: ବ୍ରହ୍ମପୁରରେ ଗଞ୍ଜାମ ଟ୍ରକ୍ ମାଲିକ ସଂଘ ଭବ୍ୟ ଗଣେଷ ବିଗ୍ରହ ନିର୍ମାଣ କରିଲେ
ବ୍ରହ୍ମପୁର ଫାର୍ଷ୍ଟ ଗେଟ ନିକଟ ଗଞ୍ଜାମ ଟ୍ରକ୍ ମାଲିକ ସଂଘ ପରିସରରେ ସିଦ୍ଧି ବିନାୟକ ଓ ଗଣେଷ ମନ୍ଦିର ପ୍ରତିଷ୍ଠାରେ ବିଭିନ୍ନ କର୍ପୋରେଟରଙ୍କ ସହ ମହାନଗରର କର୍ମକର୍ତ୍ତା ଯୋଗଦାନ କରିଛନ୍ତି। ଗଞ୍ଜାମ ଟ୍ରକ୍ ମାଲିକ ସଂଘ ସଭାପତି ପ୍ରମୋଦ ଜେନା ଓ ଉପ ସଭାପତି ନିରଞ୍ଜନ ଜେନା ମାନେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।