Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ଫୁଲବାଣୀ ସହର: ଚକାପାଦ ଠାରେ ଅବସ୍ଥିତ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପରିଦର୍ଶନରେ ଯାଇ ସମସ୍ତ ସରକାର ପ୍ରଦତ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କଲେ ବିଧାୟକ

ଚକାପାଦ ଠାରେ ଅବସ୍ଥିତ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପରିଦର୍ଶନରେ ଯାଇ ସମସ୍ତ ସରକାର ପ୍ରଦତ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କଲେ ବିଧାୟକ ଉମା ଚରଣ ମଲ୍ଲିକ।ସ୍ଵାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା ଗୁଡ଼ିକ ଉପରେ ଗୁରୁତ୍ଵର୍ ସହ ନେବା ସହ ଏହା କିପରି ତୁରନ୍ତ ସମାଧାନ ହୋଇ ପାରିବ,ସେ ଉପରେ ବିଭାଗୀୟ କର୍ତୁପକ୍ଷ ଙ୍କ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।