କୋରାପୁଟ ସହର: କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ବୃହତ୍ ସ୍ଵୟଂ ସହାୟକ ଗୋଷ୍ଠୀ ରୂଣ ମେଳା ଅନୁଷ୍ଠିତ
କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଆଜି ଦିନ ୨ଟା ସମୟରେ ବୃହତ୍ ସ୍ଵୟଂ ସହାୟକ ଗୋଷ୍ଠୀ ରୁଣ ମେଳା ଅନୁଷ୍ଠିତ ହୋଇଯାଇଛି। ରୁଣ ମେଳାରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ସିନିଅର ଜେନେରାଲ ମେନେଜର ଉପସ୍ଥିତ ରହି ୧ କୋଟି ୮୪ ଲକ୍ଷ ଟଙ୍କା ରୁଣ ପ୍ରଦାନ କରାଯାଇଛି। ୧୦ ଟି ସ୍ଵୟଂ ସହାୟକ ଗୋଷ୍ଠୀ ସହ ୯ ଜଣ ସଶକ୍ତ ମହିଳାଙ୍କୁ ବ୍ୟକ୍ତିଗତ ରୁଣ ପ୍ରଦାନ କରାଯାଇଛି।