କାମାକ୍ଷାନଗର: କଙ୍କଡାହାଡ଼ରେ ରବିବାର ୧୧ଟାରେ ବିଜେପି ତରଫରୁ ରକ୍ତଦାନ ଶିବିର ଉପସ୍ଥିତ ରହିଲେ ବିଧାୟକ ବିଭୁତି ପ୍ରଧାନ
କଙ୍କଡାହାଡ଼ରେ ରବିବାର ୧୧ଟାରେ ବିଜେପି ତରଫରୁ ରକ୍ତଦାନ ଶିବିର ଉପସ୍ଥିତ ରହିଲେ ବିଧାୟକ ବିଭୁତି ପ୍ରଧାନ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ଠାରେ ବିଜେପି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏଠାରେ ଏଠାରେ ରବିବାର ଅତିଥି ଭାବରେ ବିଧାୟକ ବିଭୁତି ପ୍ରଧାନ, ଜିଲା ବିଜେପି ସଭାପତି ରାସବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।