#ରମେଶ_ଓ_ସୋଫିଆଙ୍କୁ_ଦୂରେଇ
#ଭୁଲ_କରିଲା_କି_କଂଗ୍ରେସ
କଲେଜ ଫଳାଫଳ ଖୋଲିଦେଲା କଂଗ୍ରେସର ରାଜନୈତିକ ଦୁର୍ବଳତା ! ପଞ୍ଚାୟତ ନିର୍ବାଚନରେ ସୋଫିଆ ଓ ରମେଶ ଜେନାଙ୍କ ଅନୁପସ୍ଥିତ କଂଗ୍ରେସକୁ କରିବ କି ବିଚଳିତ ! ପଞ୍ଚାୟତ ନିର୍ବାଚନ ହେବ କି କଂଗ୍ରେସ ପାଇଁ ମହା ଅଗ୍ନିପରୀକ୍ଷା
Odisha, India | Oct 23, 2026