#ମୟୂରଭଞ୍ଜ ରୁ ଯାଇ ଭୁବନେଶ୍ୱରରେ ଗର୍ଜିଲେ "ସୁନୀଲ"
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଲୋୟାର ପିମଜି ଠାରେ ଯୁବ ଛାତ୍ର ସଂଘର୍ଷ ସମିତି ତରଫରୁ GenZ ଙ୍କ ଦ୍ୱାରା ଆୟୋଜିତ
ଯୁବ ଛାତ୍ର ହୁଙ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇ ହୁଙ୍କାର ଦେଲା ମୟୂରଭଞ୍ଜ ଜିଲ୍ଲା ଯୁବ ଛାତ୍ର ବିଜେଡ଼ି।।
#Odisha #BJD #ଯୁବ ଛାତ୍ର ବିଜେଡି ମୟୂରଭଞ୍ଜ
Baripada Town, Mayurbhanj | Aug 1, 2026