Public App Logo
Jansamasya
Shockingnews
Jodhpurrain
Shortnews
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Ipl
Rahulgandhi
Haryana
Cricket
शादी
Crimenews
Kolkata

ଧର୍ମଗଡ: ଧର୍ମଗଡ ସହରର ମୁଖ୍ୟ ରାସ୍ତା ଉପରେ ଥିବା ଗାଡି ହଟେଇବାକୁ ନିର୍ଦେଶ ଦେଲେ ଏନଏସି କର୍ମଚାରୀ

Dharamgarh, Kalahandi | Dec 3, 2025
ଧର୍ମଗଡ ସହର ମୁଖ୍ୟ ରାସ୍ତା ଉପରେ ଗାଡି ମଟର ରଖି ଦେଉଥିବାରୁ ଅନେକ ସମୟରେ ଟ୍ରାଫିକ ଜାମ ହେବା ସହ ଅନେକ ଦୁର୍ଘଟଣା ଘଟୁଥିବା ନଜିର ରହିଛି।ଏ ବିଷୟ କୁ ନେଇ ଅନେକ ଥର ଅଭିଯୋଗ ହୋଇଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜାତୀୟ ରାଜପଥ ୧୩୦ ସି ଧର୍ମଗଡ ସହର ର ମୁଖ୍ୟ ରେ ଥିବା ଗାଡି ମଟର କୁ ଧର୍ମଗଡ ପୋଲିସ ର ସହଯୋଗ ରେ ଏନଏସି କର୍ମଚାରୀ ହଟେଇବାକୁ ଅନୁରୋଧ କରିବା ସହ ନିର୍ଦେଶ ମଧ୍ୟ ଦେଉଥିଲେ।

MORE NEWS