ପୁରୀ: ପୁରୀ ଟାଉନ ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ: ୫ ଅଭିଯୁକ୍ତ ଗିରଫ
Puri, Puri | Oct 3, 2026
ପୁରୀ ଟାଉନ ଥାନା ପୋଲିସ ୩ଟି ଭିନ୍ନ ମାମଲାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ଆପତ୍ତିଜନକ ସାମଗ୍ରୀ ଓ ମୋବାଇଲ ଜବତ ହୋଇଛି। ଭୋଗ ଜାଗା ଆକ୍ରମଣ ଘଟଣାରେ ଫେରାର ସିଲୁ ପ୍ରଧାନକୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ।