ଆଜି ନଭେମ୍ୱର 13 ତାରିଖ ଗୁରୁବାର ସନ୍ଧ୍ୟା 6 ଟା ପାଖାପାଖି ସମୟରେ ଏହି ଅଭିଯୁକ୍ତକୁ ଗିରଫ କରି ସୁନ୍ଦରଗଡ ପହଞ୍ଚିଛନ୍ତି ଟାଉନ ପୋଲିସ। ଏକ ପୁରୁଣା ମାମଲାରେ ଏହି ଅଭିଯୁକ୍ତକୁ ଗିରଫ କରିଛନ୍ତି ଟାଉନ ପୋଲିସ। ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କ 27 ଲକ୍ଷ ଟଙ୍କା ଚଳୁ କରି ସୁନ୍ଦରଗଡରୁ ଫେରାର ହୋଇଯାଇଥିଲା। ତେବେ କୌଣସି ସୂତ୍ରରୁ ଟାଉନ ଥାନା ଅଧିକାରୀ ପ୍ରୀତି ମଞ୍ଜରି ମେଣ୍ଡୁଳି ଅଭିଯୁକ୍ତ ରେମୁଣା ଥାନା ଅଂଚଳରେ ରହୁଥିବା ନେଇ ଖବର ପାଇଥିଲେ। ତାକୁ ଆଧାର କରି ଆଜି ଅଭିଯୁକ୍ତକୁ ଦଫା 420/406/34 IPC ରେ ଗିରଫ କରିଛନ୍ତି। ତେବେ ଏହି 420 ନାମରେ ସୁଦାମ ହୋତା ନାମକ ଜଣେ ବ୍ୟକ୍ତି ଲିଖିତ