କୋରାପୁଟ ଜିଲ୍ଲାର ଜଳବାୟୁ ବିଭିନ୍ନ ଚାଷ ପାଇଁ ଉପଯୋଗୀ ହୋଈଥିବା ବେଳେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଦଶମନ୍ତପୁର ବ୍ଲକ ଏ ମାଲକାନଗିରି ପଞ୍ଚାୟତ ସଦରମହକୁମା ଠାରେ ଆଜି ଦିନ ୧୧ ଘଣ୍ଟା ସମୟରେ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଏ ମାଲକାନଗିରି ପଞ୍ଚାୟତ ସଦରମହକୁମା ଠାରେ ପରିକ୍ଷା ମୁଳକ ଭାବରେ କଳା ହଳଦୀ ଚାଷ କରାଯାଇଥିବା ସୂଚନା ଦେଇଛନ୍ତି।