ଆଜି ଡିସେମ୍ବର 12 ତାରିଖ ଶୁକ୍ରବାର ଅପରାହ୍ନରେ 4 ଟା ପାଖାପାଖି ସମୟରେ ଲୋକ ଲୋଚନକୁ ଏହି ଘଟଣା ଆସିବା ସହ ଚର୍ଚ୍ଚାର ପରିସର ହୋଇଛି। ସହରର କେନ୍ଦ୍ର ବିନ୍ଦୁରେ ଥିବା ତଥା ସଦର ରେଞ୍ଜ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋ ମିଟର ମଧ୍ୟରେ ଏହି ଘଟଣା ଘଟିଛି। କେତେକ ଖଳ ପ୍ରକୃତିର ଲୋକ ଏହି କାଣ୍ଡ ଘଟାଇ ପରିବେଶକୁ ପ୍ରଦୂଷଣ କରିବା ସହ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି। ତେବେ ଏ ନେଇ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି DFO ଙ୍କୁ ଲିଖିତ ସୂଚନା ଦେବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ କରିଛନ୍ତି। ତେବେ ଏ ନେଇ ସଦର ଫରେଷ୍ଟର ମନୋଜ ନାୟକଙ୍କୁ ଏହା ଉପରେ ତ