ମା ଭଣ୍ଡାର ଘରଣୀ ଙ୍କ ପୀଠରୁ ଆରମ୍ଭ ହେଲା ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହେଲା ନବରଙ୍ଗପୁର ର ଜିଲ୍ଲା ମହୋତ୍ସବ ମଣ୍ଡେଇ ଶୁକ୍ରବାର ଅପରାହ୍ନ 3 ଟାରେ ଜିଲ୍ଲା ର ଇଷ୍ଠ ଦେବି ମା ଭଣ୍ଡାର ଘରଣୀ ଙ୍କ ନିକଟରେ ପୂଜାର୍ଚନା ପରେ ବାହାରିଥିଲା ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଏହି ଶୋଭାଯାତ୍ରା ରେ ରାଜ୍ୟ ର ବିଭିନ୍ନ ସାଂସ୍କୃତିକ ଦଳ ଙ୍କ ସହ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତରା ପ୍ରମୁଖ ସାମିଲ ହେଇଥିଲେ