ଢେଙ୍କାନାଳ ସଦର: ଆମ୍ବବାହାଳୀ ସଭାଗୃହ ଠାରେ ବାଇଁଶିଆ ପଞ୍ଚାୟତ ବନସୁରକ୍ଷା ସମିତି ଦ୍ଵାରା ରକ୍ଷଣାବେକ୍ଷଣ କରାଯାଉଥିବା ଜଙ୍ଗଲରୁ ଗଛକଟାକୁ ନେଇ ଆଞ୍ଚଳିକ ବୈଠକ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବାଇଁଶିଆ ଗ୍ରାମ ଠାରେ ବାଇଁଶିଆ ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଆଜି ତା ୮।୯ ରିଖ ପୂର୍ବାହ୍ନ ୧୧ଘଣ୍ଟା ଘଣ୍ଟା ସମୟରେ ଆମ୍ବବାହାଳୀ ସଭାଗୃହ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଇଁଶିଆ ଓ ରାଇତଳା ପଞ୍ଚାୟତର ୧୩ ଟି ଗ୍ରାମର ଜନସାଧାରଣ ଏହି ବୈଠକରେ ଉପସ୍ଥିତ ରହିଥିଲେ। ୧୯୮୪ ମସିହାରେ ତତକାଳୀନ ବାଇଁଶିଆ ସରପଞ୍ଚ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସମୟରେ ନୟାକାଟେଣୀ ମୈ।ଜା ଜଙ୍ଗଲ ଜମିରେ ବ୍ରୃକ୍ଷରୋପଣ ଆରମ୍ଭ ହୋଇଥିଲା।