Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ଖଜୁରୀପଡା ଗ୍ରାମ ରାସ୍ତାରୁ ୧୫କେଜି ଗଞ୍ଜେଇ ସହିତ ବାଇକକୁ ଜବତ କରି ଆଶାମିକୁ ଗିରଫ କରିବାରେ ସଫଳ ହୋଇଛି ବୌଦ୍ଧ ଅବକାରୀ ପୋଲିସ

ଆଜି ବୌଦ୍ଧ ଅବକାରୀ ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ଅବକାରୀ ପୋଲିସର ଏକ ଟିମ ଇନସ୍ପେକଟର ଦିଲ୍ଲୀପ କୁମାର ଶତପଥୀଙ୍କ ନେତୃତ୍ୱରେ ବୌଦ୍ଧ ଥାନା ଅନ୍ତର୍ଗତ ଖଜୁରୀପଡା ଗ୍ରାମ ରାସ୍ତାରେ ଗଞ୍ଜେଇ ଚୋର ଚାଲାଣ ହେଉଥିବା ନେଇ ଆଜିମଧ୍ୟାନ୍ହ ୧ଟା ସମୟରୁ ଜଗି ବସି ଅପରାହ୍ନ ୩ଟା ସମୟରେ l ଖଜୁରୀପଡା ଗ୍ରାମ ରାସ୍ତାରୁ ଦନାର ସେଠିକୁ ୧୫କେଜି ଗଞ୍ଜେଇ ସହିତ ବ୍ୟବହୃତ ବାଇକ OD୩୧L ୪୮୩୩ ସହିତ କାବୁ କରିବାରେ ସଫଳ ହୋଇଥିଲେ l ଦନାର ସେଠିକୁ ଗିରଫ କରିବା ପରେ ୫୪/୨୦୨୫-୨୬ରେ NDPS ମାମଲା ରୁଜୁ କରାଯଇଛି l
ବୌଦ୍ଧ ସଦର: ଖଜୁରୀପଡା ଗ୍ରାମ ରାସ୍ତାରୁ ୧୫କେଜି ଗଞ୍ଜେଇ ସହିତ ବାଇକକୁ ଜବତ କରି ଆଶାମିକୁ ଗିରଫ କରିବାରେ ସଫଳ ହୋଇଛି ବୌଦ୍ଧ ଅବକାରୀ ପୋଲିସ - Baudh Sadar News