ତଲସରା: ଏକମା ସାପ୍ତାହିକ ହାଟରୁ ବାଇକ ଚୋରି ଥାନା ରେ ଅଭିଯୋଗ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଉପାନ୍ତ ରେ ରହିଥିବା ଏକମ ସାପ୍ତାହିକ ହାଟରୁ ନିରଞ୍ଜନ ବାଗ ଙ୍କର ବାଇକ ତୋରି ହୋଇଛି। ଚୋରି ବେଳର ଦୃଶ୍ୟ ସିସିଟିଭି ଫୁଟେଜ ରେ କଏଦ ହୋଇଛି। ଏହି ବିଷୟରେ ନିରଞ୍ଜନ ବଡ଼ଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତିି। ବଡ଼ଗାଁ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।