ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଓରାଚନ୍ଦାବିଲା ଅଞ୍ଚଳର ଜନୈକା ୧୮ବର୍ଷୀୟା ଯୁବତୀଙ୍କୁ ବିବାହର ମିଛ ପ୍ରତିଶୃତି ଦେଇ ଶୁଳିଆପଦା ଥାନା ଇଲାକାର ଯୁବକ ଜଣକ ଅପହରଣ କରିନେଇଥିବା ବେଳେ ନିଖୋଜ ଯୁବତୀଙ୍କୁ ନପାଇ ବେତନଟୀ ଥାନାର ଦ୍ୱାରସ୍ଥ ପରିବାରଲୋକଙ୍କ ଏତଲାମୂଳେ ମଙ୍ଗଳବାର ରାତି ଏଗାରଟାରେ ଏକ ମ୍ୟାନ ମିସିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବେତନଟୀ ପୁଲିସ l