ତେଲକୋଇ: ଉଦୟଗିରି ବାହୁଡ଼ି ଝରା ଅଞ୍ଚଳରେ ପଲୁଆ ହାତୀ ଆତଙ୍କ ,ବନବିଭାଗ ରଖିଛି ନଜର । ଭୟର ବାତାବରଣ ମଧ୍ୟରେ ଧାନ ଫସଲ ଜଗି ରହିଛନ୍ତି ଚାଷୀ
ଉଦୟଗିରି ବାହୁଡ଼ି ଝରା ଅଞ୍ଚଳରେ ପଲୁଆ ହାତୀ ଆତଙ୍କ ,ବନବିଭାଗ ରଖିଛି ନଜର । ଭୟର ବାତାବରଣ ମଧ୍ୟରେ ଧାନ ଫସଲ ଜଗି ରହିଛନ୍ତି ଚାଷୀ । ନିଆଁ ଜାଳି ଫସଲ ଜଜଛନ୍ତି ଚାଷୀ | ଆଜି ରାତ୍ରୀ ୧୧.୩୦ ମି. ସମୟର ସୂଚନା ।