ପରଜଙ୍ଗ: ପରଜଙ୍ଗ ଥାନା ବାରିହାପୁର ଗାଁରେ କୋଇଲା ଗାଡି ଚଳାଚଳକୁ ଶନିବାର ୪ଟାରେ ବିରୋଧ କଲେ ଲୋକମାନେ
ପରଜଙ୍ଗ ଥାନା ବାରିହାପୁର ଗାଁରେ କୋଇଲା ଗାଡି ଚଳାଚଳକୁ ଶନିବାର ୪ଟାରେ ବିରୋଧ କଲେ ଲୋକମାନେ ।ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ଗାଁ ଦେଇ ବିଭିନ୍ନ ଭାରିଯାନରେ କୋଇଲା ପରିବହନ ହୋଇ ରେଲୱେ ସାଇଡିଂକୁ ଯାଉଥିବା ଗାଡିକୁ ଶନିବାର ଗ୍ରାମବାସୀ କରିଛନ୍ତି ବିରୋଧ ।