ସୋର: ବାଲେଶ୍ୱରରେ କଂଗ୍ରେସର ନୂଆ ରଣନୀତି: 26 ତାରିଖରେ ହେବ ପଦଯାତ୍ରା
Soro, Balasore | Oct 23, 2026 ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଆସନ୍ତା 26 ତାରିଖରେ ଜିଲ୍ଲାର ସମସ୍ତ ବ୍ଲକରେ ଭୋଟ ଚୋର, ଗାଦି ଛୋଡ ଓ ସମ୍ବିଧାନ ବଞ୍ଚାଓ ପଦଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି।