କଟକ ପୌରାଞ୍ଚଳ: କଟକରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ: ହେଲା ସ୍ୱତନ୍ତ୍ର 'ପ୍ରୋମୋ ରନ୍'
ବିଶ୍ୱ ପର୍ଯ୍ୟଟନ ଦିବସରେ କଟକରେ ଅନୁଷ୍ଠିତ ହେଲା ସ୍ୱତନ୍ତ୍ର 'ପ୍ରୋମୋ ରନ୍'। ଫିଟନେସ୍ ଓ ପର୍ଯ୍ୟଟନର ବାର୍ତ୍ତା ନେଇ ସହରବାସୀ ଦୌଡ଼ିଲେ। ରାଜ୍ୟର 32ଟି ସ୍ଥାନରେ 10,000ରୁ ଅଧିକ ରନର୍ସ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଡିସେମ୍ବର 13, 2026ରେ ହେବାକୁ ଥିବା 'OMC Puri Coastal Marathon 2026' ପାଇଁ ପ୍ରଚାରର ଅଂଶବିଶେଷ।