ବାଲେଶ୍ବର ସଦର: ବାଲେଶ୍ୱର: ଗୋପୀନାଥପୁରରେ ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ସରୋଜ ଲେଙ୍କା
ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ଗୋପୀନାଥପୁର ପଞ୍ଚାୟତରେ ବନ୍ୟା ପରବର୍ତ୍ତୀ ସ୍ଥିତି ଶୋଚନୀୟ। ଜଗନ୍ନାଥପୁର, ମାଣୀକୁଳା, କାଠପାଳ ଓ ନଳକୂଲି ଗ୍ରାମ ଗସ୍ତ କରି ସ୍ଥିତି ସମୀକ୍ଷା କଲେ ଜିଲ୍ଲା କଂଗ୍ରେସ ଉପସଭାପତି ସରୋଜ କୁମାର ଲେଙ୍କା। ଆବଶ୍ୟକ ସ୍ଥଳେ ବଣ୍ଟନ କଲେ ପଲିଥିନ।