ଚମ୍ପୁଆ: ଚମ୍ପୁଆ ବ୍ଲବରେ ପ୍ରଧାନମନ୍ତ୍ରୀ କଂ ଜନ୍ମଦିନ ଅବସରରେ ଏକ ପେଡ ମା କେ ଲିଏ କାର୍ଯ୍ୟକ୍ରମ ରେ ଲାଗିଲା ବାର ହଜାର ଚାରି ଶହ ଅଣତିରିଶ ଗଛ
ଆଜି ପ୍ରଧାନମନ୍ତ୍ରୀ କଂ ଜନ୍ମଦିନ ଅବସରରେ ଏକ ପେଡ ମା କେ ଲିଏ କାର୍ଯ୍ୟକ୍ରମ ରେ ଚମ୍ପୁଆ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବାର ହଜାର ଚାରି ଶହ ଅଣତିରିଶ ଗଛ ଲାଗିଥିବା ଚମ୍ପୁଆ ବିଡିଓକଂ ଠାରୁ ଚାରିଟା ବେଳେ ଜଣାପଡିଛି