ଅସ୍ତଝରଣ ଏବଂ କମଳାଶୋଳ ଠାରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଅବକାରୀବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନ ୨ଟାରେ ସଶସ୍ତ୍ର ପୁଲିସଫୋର୍ସ ସହାୟତାରେ ମିଳିତ ଚଢ଼ାଉ କରାଯାଇ ହଜାରହଜାର କିଲୋଗ୍ରାମର ମହୁଲପୋଚ ଏବଂ ଶହଶହ ଲିଟର ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଗୁଡିକୁ ଜବତ ପୂର୍ବକ ନଷ୍ଟ କରାଯାଇଛି l ଅସ୍ତଝରଣ ଏବଂ କମଳାଶୋଳ ଇଲାକାରେ ଚୋରା ଦେଶିମଦ କାରଖାନା ଚାଲିଥିବା ବାବଦରେ ଖବରପାଇ ଚଢାଉ କରିଥିଲେ l