କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଉମ୍ବେଲ ଗ୍ରାମ ପଞ୍ଚାୟତ ସଦରମହକୁମା ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ଉପସ୍ଥିତିରେ ପଞ୍ଚାୟତର ଶହ ଶହ ବିଜେଡି଼ ଏବଂ କଂଗ୍ରେସ ର ନେତା ଓ କର୍ମୀ ଆଜି ଦିନ ୨ଟା ସମୟରେ ଭାରତୀୟ ଜନତା ପାର୍ଟି ରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ସ୍ଵଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିବା ବିଧାୟକ