ଆଜି ନଭେମ୍ୱର 17 ତାରିଖ ସୋମବାର ଅପରାହ୍ନ 4 ଟା ପାଖାପାଖି ସମୟରେ ପୀଡିତ ସାଇବର ଠକଙ୍କ ଜାଲରେ ପଡିଥିବା ନେଇ ଟାଉନ ଥାନା ସାଇବର ସେଲ ରେ ଲିଖିତ ଅଭିଯୋଗ କରିଛନ୍ତି। ଗତ କାଲି ତାଙ୍କ ମୋବାଇଲକୁ ଏକ ଲିଙ୍କ ଆସିଥିଲା ତେବେ ସେ ଅନ୍ୟମନସ୍କ ଭାବେ ଉକ୍ତ ଲିଙ୍କ କୁ କ୍ଲିକ୍ କରିବାରୁ ତାଙ୍କର 5 ଲକ୍ଷ 47 ହଜାର ଟଙ୍କା ଠକ ମାନେ ତାଙ୍କ ଆକାଉଣ୍ଟରୁ ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଗତ କାଲି ଠକ ମାନେ 4 ଲକ୍ଷ 47 ହଜାର ଟଙ୍କା ଉଠାଇଥିବା ବେଳେ ଆଜି ପୁଣି ଥରେ ଅଧିକ 1 ଲକ୍ଷ ଟଙ୍କା ଏପରି ମୋଟ 5 ଲକ୍ଷ ଟଙ୍କା ଚଳୁ କରିଛନ୍ତି। କେବଳ ସେତିକି ନୁହେଁ ପିଡିତଙ୍କୁ ସାଇବର ଠକ ମାନେ