ପାଟଣାଗଡ: ପାର୍ଶଲ ବୋମା ବିସ୍ଫୋରଣ ଘଟଣାର ରାୟ ପ୍ରକାଶକୁ ନେଇ କଚେରୀ ପରିସରରେ ପ୍ରତିକ୍ରିୟା ରଖିଲେ ମୃତକଙ୍କ ବାପା
୨୦୧୮ରେ ବହୁ ଚର୍ଚ୍ଚିତପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା ଏଥିରେ ସୈମ୍ୟ ଏବଂ ତାଙ୍କର ଆଈଙ୍କ ମୃତ୍ୟୁ ଘଟିଥିଲା ଉକ୍ତ ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି ।ଏଥିରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ହୋଇଛି ।ଏହାକୁ ନେଇ କଚେରୀ ପରିସରରେ ମଧ୍ୟାହ୍ନରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୃତକଙ୍କ ବାପା