ବଡଚଣା: ଆମ ବଡ଼ଚଣା ମହୋତ୍ସବର ସଧାରଣ ବୈଠକ ବଡ଼ଚଣା ମହୋତ୍ସବ ପଡ଼ିଆ ଅନୁଷ୍ଠିତ ହୋଇଯାଇଅଛି
ଆମ ବଡ଼ଚଣା ମହୋତ୍ସବର ସଧାରଣ ବୈଠକ ବଡ଼ଚଣା ମହୋତ୍ସବ ପଡ଼ିଆ ଅନୁଷ୍ଠିତ ହୋଇଯାଇଅଛି l ଆଗାମୀ ବର୍ଷ ୨୦୨୬ ଜାନୁଆରୀ ରେ ଆମ ବଡ଼ଚଣା ମହୋତ୍ସବ ପାଞ୍ଚ ଦିନ ପରିବର୍ତ୍ତେ ସାତ ଦିନ ଧରି ଅନୁଷ୍ଠିତ ହେବ ବୋଲି କମିଟିରେ ନିଷ୍ପତ୍ତି କରାଯାଇଛି। କଳା ସଂସ୍କୃତିର ପରିଭାଷା ଐତିହ୍ୟ ସ୍ୱାଭିମାନ ର ଗଣପର୍ବ ଆମ ବଡ଼ଚଣା ମହୋତ୍ସବକୁ ଆହୁରି ସରଜ ସୁନ୍ଦର୍ କରିବା ନିମନ୍ତେ ବଡ଼ଚଣା ମହୋତ୍ସବ ର ସଭାପତି ନିଜେ ବିଧାୟକ ଅମର କୁମାର ନାୟକ କାନ୍ଧରେ ନେଇଥିବା ବେଳେ ସମ୍ପାଦକ ଦାୟିତ୍ଵ ତୁଲାଇଛନ୍ତି ଶିଳ୍ପପତି ଦିଲ୍ଲୀପ ଚୌଧୁରୀ l