ପାଟଣାଗଡ: ଖପ୍ରାଖୋଳ ବ୍ଳକ ସଭା ଗୃହରେ ଜି ପି କାର୍ଯ୍ୟଳୟ ର ଭିତ୍ତି ପ୍ଳସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖପ୍ରାଖୋଲ ବ୍ଲକ ସଭାଗୃହ ରେ ଗ୍ରାମପଞ୍ଚାୟତ କାର୍ଯାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଅନ୍ତୋର୍ଦୟ ଗୃହ ଯୋଜନା ହିତାଧିକାରୀ ଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କାର୍ଯ୍ୟକ୍ରମ ରବିବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ରୁ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଖପ୍ରାଖୋଲ ବ୍ଲକ ସଭାଗୃହ ରେ ଖପ୍ରାଖୋଲ ବିଡ଼ିଓ, ବ୍ଲକ ଅଧକ୍ଷା, ବ୍ଲକ କର୍ମଚାରୀ ଜନସାଧାରଣ ଓ ଅନ୍ତୋର୍ଦୟ ଗୃହ ହିତାଧିକାରୀ ଯୋଗ ଦେଇଥିଲେ