Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପାଲଲହଡା: ପବିତ୍ରନଗର ଠାରେ ସାଧାରଣତନ୍ତ୍ର ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Palalahada, Angul | Jan 5, 2026
କଣିହାଁ ବ୍ଲକ ପବିତ୍ରନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରାବିଲ ଠାରେ ଆସନ୍ତା 26 ତାରିଖରେ ହେବାକୁ ଥିବା ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ସୋମବାର ସକାଳ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ବିଶେଷ କରି ସମସ୍ତ ଆବଶ୍ୟକୀୟ କମିଟି ଗଠନ କରି ସାଧାରଣତନ୍ତ୍ର ଦିବସ କିପରି ଭାବରେ ଶୃଙ୍ଖଳା ଓ ସୁଚାରୁ ରୂପେ ପାଳନ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା।
ପାଲଲହଡା: ପବିତ୍ରନଗର ଠାରେ ସାଧାରଣତନ୍ତ୍ର ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - Palalahada News