ବରୀ ରାମଚନ୍ଦ୍ରପୁର: ବାଣ ଫୁଟାଇବାରେ ଅସାବଧାନତା ଯୋଗୁଁ ବ୍ୟାସନଗରର ଏକାଧିକ ସ୍ଥାନରେ ଅଘଟଣ,ପୃଥକ୍ ପୃଥକ୍ ସ୍ଥାନରେ ହାତରେ ବାଣ ଫୁଟି 8ରୁ ଉର୍ଦ୍ଧ୍ବ ଆହତ
ବାଣ ଫୁଟାଇବାରେ ଅସାବଧାନତା ଯୋଗୁଁ ବ୍ୟାସନଗରର ଏକାଧିକ ସ୍ଥାନରେ ଅଘଟଣ,ପୃଥକ୍ ପୃଥକ୍ ସ୍ଥାନରେ ହାତରେ ବାଣ ଫୁଟି 8ରୁ ଉର୍ଦ୍ଧ୍ବ ଆହତ। ଯାଜପୁର ରୋଡ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି। ସୂଚନା ଅନୁଯାୟୀ ଆଜି ଦୀପାବଳି ପାଇଁ ସବୁ ଆଡେ ଉତ୍ସବ ମୁଖର ଥିବା ବେଳେ l କିଛି କିଛି ସ୍ଥାନରେ ହାତରେ ନିଆଁ ଆଉ ବାରୂଦ ଲାଗି ଲୋକ ଆହତ ହେଇଥିବା ସୂଚନା ମିଳିଛି l