ରେମୁଣା: ରେମୁଣା ମନ୍ଦିର ଛକରେ ପାଇକ ଆଖଡା ସମ୍ବର୍ଦ୍ଧନା ସଭା: ଯୋଗଦେଲେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ
ରେମୁଣା ମନ୍ଦିର ଛକରେ ଆୟୋଜିତ ହୋଇଯାଇଛି ପାଇକ ଆଖଡା ସମ୍ବର୍ଦ୍ଧନା ସଭା। ରେମୁଣା ଯୁବ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ କୁନି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।