#କେଉଁଠିକୁ_ଯିବ_କୁହ...#ଆଜି_ଟ୍ରାନ୍ସଫର୍_କରିଦେବି
ସର୍ଭେ ବେଳେ ରାଗିଲେ ମନ୍ତ୍ରୀ । କହିଲେ, କେଉଁଠିକୁ ଯିବ କୁହ...ଆଜି ଟ୍ରାନ୍ସଫର୍ କରିଦେବି । ତାଙ୍କର ତ ବଦଳି ହୋଇଗଲା, ତୁମର ବାକି ଅଛି । କାହିଁକି ଏଇଠି ବେପାର କରୁଛ ?
#Odisha #Dhenkanal #newodishatv
MV 79, Malkangiri | Aug 2, 2026