Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

#police #guns #explosive #seaside #naxal #equipment #Malkangiri #NewsUpdate #BreakingNews ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା। ମିଳିତ ତଲାସୀ ଅଭିଯାନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ରହିଛି।

Malkangiri, Malkangiri | Jul 30, 2026

MORE NEWS

ମାଲକାନଗିରିରେ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା।
ଜିଲ୍ଲା ପର୍ଯ୍ୟବେକ୍ଷକ ଏମଡି ସଦିକ ଆଲାମ ବିଭିନ୍ନ ସରକାରୀ ଯୋଜନା, ସ୍କୁଲ,ଅଙ୍ଗନବାଡ଼ି, ପିଡିଏସ ଓ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ଲୋକଙ୍କ ପାଖରେ ସରକାରୀ ସୁବିଧା ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ।
#DailyMalkangiri #Malkangiri #Odisha #GovernmentSchemes #Development #NewsUpdate

ମାଲକାନଗିରିରେ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା। ଜିଲ୍ଲା ପର୍ଯ୍ୟବେକ୍ଷକ ଏମଡି ସଦିକ ଆଲାମ ବିଭିନ୍ନ ସରକାରୀ ଯୋଜନା, ସ୍କୁଲ,ଅଙ୍ଗନବାଡ଼ି, ପିଡିଏସ ଓ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ଲୋକଙ୍କ ପାଖରେ ସରକାରୀ ସୁବିଧା ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ। #DailyMalkangiri #Malkangiri #Odisha #GovernmentSchemes #Development #NewsUpdate

Malkangiri, Malkangiri | Aug 1, 2026

Daily Malkangiri ପ୍ରଭାବ ।

#କାଲି_ଖବର, #ଆଜି_କାର୍ଯ୍ୟାନୁଷ୍ଠାନ।
ରାସ୍ତାରେ ବୁଲୁଥିବା ଗାଈ-ଗୋରୁ ସମସ୍ୟାକୁ ଗୁରୁତ୍ୱର ସହ ନେଇ ପୌରପାଳିକା ପକ୍ଷରୁ ଅଭିଯାନ ଆରମ୍ଭ। ସହରର ବିଭିନ୍ନ ସ୍ଥାନରୁ ଗାଈ-ଗୋରୁ ଉଠାଇ କାଞ୍ଚିଆହୁଦା ନିଆଯାଉଛି।

#MalkangiriNews #Municipality #Odisha

Daily Malkangiri ପ୍ରଭାବ । #କାଲି_ଖବର, #ଆଜି_କାର୍ଯ୍ୟାନୁଷ୍ଠାନ। ରାସ୍ତାରେ ବୁଲୁଥିବା ଗାଈ-ଗୋରୁ ସମସ୍ୟାକୁ ଗୁରୁତ୍ୱର ସହ ନେଇ ପୌରପାଳିକା ପକ୍ଷରୁ ଅଭିଯାନ ଆରମ୍ଭ। ସହରର ବିଭିନ୍ନ ସ୍ଥାନରୁ ଗାଈ-ଗୋରୁ ଉଠାଇ କାଞ୍ଚିଆହୁଦା ନିଆଯାଉଛି। #MalkangiriNews #Municipality #Odisha

Malkangiri, Malkangiri | Jul 31, 2026

#Daily_Malkangiri ପ୍ରଭାବ!

#କାଲି_ଖବର, #ଆଜି_କାର୍ଯ୍ୟାନୁଷ୍ଠାନ।
ରାସ୍ତାରେ ବୁଲୁଥିବା ଗାଈ-ଗୋରୁ ସମସ୍ୟାକୁ ଗୁରୁତ୍ୱର ସହ ନେଇ ପୌରପାଳିକା ପକ୍ଷରୁ ଅଭିଯାନ ଆରମ୍ଭ। ସହରର ବିଭିନ୍ନ ସ୍ଥାନରୁ ଗାଈ-ଗୋରୁ ଉଠାଇ କାଞ୍ଜିଆହୁଦା ନିଆଯାଉଛି।

#MalkangiriNews

#Daily_Malkangiri ପ୍ରଭାବ! #କାଲି_ଖବର, #ଆଜି_କାର୍ଯ୍ୟାନୁଷ୍ଠାନ। ରାସ୍ତାରେ ବୁଲୁଥିବା ଗାଈ-ଗୋରୁ ସମସ୍ୟାକୁ ଗୁରୁତ୍ୱର ସହ ନେଇ ପୌରପାଳିକା ପକ୍ଷରୁ ଅଭିଯାନ ଆରମ୍ଭ। ସହରର ବିଭିନ୍ନ ସ୍ଥାନରୁ ଗାଈ-ଗୋରୁ ଉଠାଇ କାଞ୍ଜିଆହୁଦା ନିଆଯାଉଛି। #MalkangiriNews

Malkangiri, Malkangiri | Jul 31, 2026

#police #guns #explosive #seaside #naxal #equipment #Malkangiri #NewsUpdate #BreakingNews ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା। ମିଳିତ ତଲାସୀ ଅଭିଯାନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ରହିଛି। - Malkangiri News