Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ଠାରେ ସାଂସଦ ଖେଳ ମହୋତ୍ସବ

ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସାଂସଦ ଖେଳ ମହୋତ୍ସବ ମାଧ୍ୟମରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୁକାୟିତ ଉଦୀୟମାନ କ୍ରୀଡ଼ା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସେମାନଙ୍କର କ୍ରୀଡା ଦକ୍ଷତା ବିକାଶ କରିବା ପାଇଁ ସଂକଳ୍ପ ବଧ l ଏହି ଅବସରରେ ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଠାରେ ସାଂସଦ ଖେଳ ମହୋତ୍ସବ ଆରମ୍ଭ ହୋଇଯାଇଛି l ସର୍ବପ୍ରଥମେ ଗ୍ରାମର ଅଧିଷ୍ଠାତା ଦେବତା ପ୍ରଭୁ ରାଜା ଚାଉଁରିଆ ଙ୍କ ମନ୍ଦିରରେ ପୂଜାର୍ଚନା ସହ ଏକ ମଶାଲ ଦୀପ ଜାଳି ସମସ୍ତେ ଖେଳ ପଡିଆ ମଧ୍ୟ କୁ ଆସି ଉଦ୍ଘାଟନ କରିଥିଲେ l