ସମ୍ବଲପୁର ଜ଼ିଲ୍ଲା ଦୌରାଜଜku ବୋମା ଧମକ l ଆଜି ରାତି ୧୦ ଟାରେ ସମ୍ବଲପୁର କୋର୍ଟ କୁ ବୋମା ମାଡ଼ ଧମକ ଆସିଥିବା ସୂଚନା ମିଳିବା ପରେ ତୁରନ୍ତ ଏନେଇ ବୋମା ନିରୋଧକ ସ୍କ୍ୱାଡ଼ ପହଞ୍ଚି କୋର୍ଟ ର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି l ସମ୍ବଲପୁର ପୋଲିସ ର କେ ନାଇନ ସ୍କ୍ୱାଡ଼ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ଯାଞ୍ଚ କରୁଥିବା ଜଣାପଡିଛି l ତେବେ କିଏ ଏପରି ଧମକ ଦେଇଛି ପୋଲିସ ଏନେଇ ପୋଲିସ ତଦନ୍ତ କରୁଥିବା ନେଇ ସୂଚନା ମିଳିଛି l