ବଡମ୍ବା ବ୍ଲକ ଅନ୍ତର୍ଗତସନ୍ତରାବାଳୀ ପଞ୍ଚାୟତର ସରପଞ୍ଚସରପଞ୍ଚ ଙ୍କ ସ୍ୱାମୀ ଙ୍କୁ ଗୁଳିମାଡ଼ ପୋଲିସ କରୁଛି ତଦନ୍ତ
ବଡମ୍ବା ବ୍ଲକ ଅନ୍ତର୍ଗତ ସନ୍ତରାବାଳୀ ପଞ୍ଚାୟତର ସରପଞ୍ଚ ମିତା ଜେନାଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନା ଙ୍କୁ ଗୁଳିମାଡ଼ ହୋଇଛି | ମାଣିଆବନ୍ଧ ସନ୍ତରାବାଳୀ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମିତା ଜେନା ଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନା କୁଆଁରପାଳ ଛକରେ ତାଙ୍କ ପୁଅ ସହିତ ସେଲୁନ ଯାଇଥିବାବେଳେ ଦୁବୃର୍ତ୍ତ ଙ୍କ ଅତର୍କିତ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାଇ ୩ ଦୁର୍ବୃତ୍ତ ବାଇକରେ ଆସି ୪ ରାଉଣ୍ଡ ଗୁଳିମାଡ଼ କରି ଘଟଣା ସ୍ଥଳରୁ ପଳାଇଛନ୍ତି | ଖବର ପାଇ ଘଟଣାସ୍ଥଳରେ ବଡମ୍ବା ପୋଲିସର ଛାନ୍ଭିନ୍ ଆରମ୍ଭ ହୋଇଥିବା ବେଳେ ଶ୍ରୀକାନ୍ତ ଜେନା ଙ୍କୁ ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା | ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥନାନ୍ତର କରାଯାଇଛି #public #newsodiaodisha #badamba #facebookreelsviralviralシfypシ゚2026 #treding
Dhenkanal Sadar, Dhenkanal | Jun 28, 2026