ପାଟଣାଗଡ: ଜିଲ୍ଲା ସଭାପତି ହେଲେ ଅନିଳ ମେହେର ,ସ୍ଥାନୀୟ ଙ୍କଗ୍ରେସ ମହଳ ରେ ଉତ୍ସାହ
ରାମପୁର ର ଯୁବନେତା ଶ୍ରୀ ଅନିଲ ମେହେରଙ୍କୁ ଙ୍କଗ୍ରେସର ଜିଲ୍ଲା ସଭାପତି ଘୋଷଣା କରାଯାଇଛି ।ଶ୍ରୀ ମେହେର ସଭାପତି ଭାବେ ମନୋନୀତ ହୋଇ ଥିବାରୁ ପାଟଣାଗଡ଼ ଅଞ୍ଚଳର ଙ୍କଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ଶୁକ୍ରବାର ସନ୍ଧ୍ୟାରେ ବ୍ଳକ ସଭାପତି ଶ୍ରୀ ପତିତପାବନ ପଧାନ ସ୍ବାଗତ କରି ଜିଲ୍ଲାରେ ଙ୍କଗ୍ରେସ ଦଳ ଆହୁରି ମଜଭୃତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି