ମୋରଡା ନିର୍ବାଚନମଣ୍ଡଳୀ ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ଠାରେ ସଡ଼କ ଦୁର୍ଘଟଣାରେ ବୁଧବାର ରାତି ଆଠଟାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି l ମୃତକ ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅଧୀନ ଚାଞ୍ଛିପଦା ପଞ୍ଚାୟତ ମଗୁଶୁରିଆ ଗ୍ରାମର ସ୍ୱର୍ଗତ କାଳିଚରଣ ବିନ୍ଧାଣୀଙ୍କ ପୁଅ ପରମାନନ୍ଦ ବିନ୍ଧାଣି l