Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking

ଜଟଣୀ: ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ନିକଟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Jatani, Khordha | May 22, 2025
ପୂର୍ବତଟ ରେଳ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମେକାନିକାଲ ଓ ହାଉସ କିପିଙ୍ଗ ବିଭାଗ ପକ୍ଷରୁ ଜଟଣୀ ସ୍ଥିତ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ନିକଟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରେଳ ଅଧିକାରୀ ମାନେ ଉପସ୍ଥିତ ଥିଲେ |