ପରଜଙ୍ଗ: ପରଜଙ୍ଗ ଥାନା ଆଖୁଆପାଳ ଅଞ୍ଚଳରେ ଝିଅକୁ ଅସଦାଚରଣ କରିବାରୁ ଯୁବକଙ୍କୁ ନିର୍ମମ ହତ୍ୟା କଲା ବାପା ପୋଲିସ ନିକଟରେ ଆତ୍ମମର୍ପଣ କରିଥିବା ସୂଚନା
ପରଜଙ୍ଗ ଥାନା ଆଖୁଆପାଳ ଅଞ୍ଚଳରେ ଝିଅକୁ ଅସଦାଚରଣ କରିବାରୁ ଯୁବକଙ୍କୁ ନିର୍ମମ ହତ୍ୟା କଲା ବାପା ପୋଲିସ ନିକଟରେ ଆତ୍ମମର୍ପଣ କରିଥିବା ସୂଚନା ଝିଅକୁ ଅସଦାଚରଣ କରିବାରୁ ଯୁବକଙ୍କୁ ନିର୍ମମ ହତ୍ୟା କଲା ବାପା। ଏବଂ ହତ୍ୟା ପରେ ଅଭିଯୁକ୍ତ ବାପା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଏଭଳି ଅଭାବନୀୟ ଘଟଣା ରବିବାର ଅପରାହ୍ନ ୧ଟାରେ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆଖୁଆପାଳ ଅଞ୍ଚଳରେ। ମୃତକ ଦଦରାଘାଟି ଫାଣ୍ଡି ଅଧିନସ୍ଥ ୧ନଂ କଲୋନୀ ଅଂଚଳର କରୁଣାକର ବେହେରା। ମୋହନପଶି ଗାଁର ରୂପା ପିଙ୍ଗୁଆ ଦଳବଦ୍ଧ ଭାବେ କରୁଣାକରଙ୍କୁ ପିଟି ପିଟି ହତ୍ୟା କରିବା ସହ ନିକଟସ୍ଥ ନା