ସୁକିନ୍ଦା: ଯାଜପୁର ସାହାପଡ଼ାରେ ସେବା ସଂକଳ୍ପ ଅଭିଯାନ: ବରିଷ୍ଠ ନାଗରିକଙ୍କୁ ଫଳ ବଣ୍ଟନ
Sukinda, Jajpur | Sep 30, 2026 ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡ଼ିହ ପଞ୍ଚାୟତ ସାହାପଡ଼ାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜୟନ୍ତୀ ପାଠାଗାର ଆବାସିକ ଗୃହର ବରିଷ୍ଠ ନାଗରିକଙ୍କୁ ଫଳ ବଣ୍ଟନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରାଯାଇଛି।