କୋରାପୁଟ ଜିଲ୍ଲାର ଏ ମାଲକାନଗିରି ପଞ୍ଚାୟତ ସଦରମହକୁମା ଠାରେ ପରୀକ୍ଷା ମୂଳକ ଭାବରେ ପ୍ରଶାସନର ସହାୟତାରେ କଳା ହଳଦୀ ଚାଷ କରାଯାଇଥିବା ନେଇ ଆଜି ଦିନ ୧୧ ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ମହିଳା ଚାଷୀ। ବଜାରରେ ଦର ଅଧିକ ଥିବାରୁ ଚାଷ ସଫଳ ହେଲେ ଆସନ୍ତା ଦିନରେ ଅଧିକରୁ ଅଧିକ ଚାଷ କରିବେ ବୋଲି ସୂଚନା ଦେଇଛନ୍ତି।