ନୀଳଗିରି: ମିତ୍ରପୁର ବଜାରରେ ସାଇନି ୱାନ୍ ଗ୍ରାମ୍ ଗୋଲ୍ଡ ଓ ବିୟୁଟି ପାର୍ଲର ଉଦ୍ଘାଟନ କଲେ ବିଧାୟକ
ନୀଳଗିରି ନିର୍ବାଚନ ମଣ୍ଡଳୀର ମିତ୍ରପୁର ବଜାରରେ ସାଇନି ୱାନ୍ ଗ୍ରାମ୍ ଗୋଲ୍ଡ ଓ ବିୟୁଟି ପାର୍ଲରର ଶୁଭାରମ୍ଭ ହୋଇଛି। ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି।