ବିରିଡି: ଅଢଙ୍ଗରେ ହେବ ଯାତ୍ରା ରଙ୍ଗମଞ୍ଚ: ଜାନୁଆରୀ 5 ରୁ 7 ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ
ବିରିଡି ବ୍ଲକ ଅଢଙ୍ଗରେ ଜାନୁଆରୀ 5 ରୁ 7 ତାରିଖ ଯାଏଁ ହେବ ଯାତ୍ରା ରଙ୍ଗମଞ୍ଚ। ଏଥିପାଇଁ ଗଠନ ହେଲା ଯାତ୍ରା କମିଟି। ଦେବୀପ୍ରସାଦ ତ୍ରିପାଠୀଙ୍କୁ ସଭାପତି ଭାବେ ଚୟନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ଯାତ୍ରାପ୍ରେମୀଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି।