ପାଟଣାଗଡ: ଧନୁଯାତ୍ରା କୁ ନେଇ କଚେରୀ ଛକରେ ପ୍ରତିକ୍ରିୟା ରଖିଛନ୍ତି କମିଟି ର ସଭାପତି
ଆସନ୍ତା ଜାନୁଆରୀ୧୦ରେ ଆରମ୍ଭ ହେବ ପାଟଣାଗଡ଼ ର ପ୍ରସିଦ୍ଧ ଧନୁଯାତ୍ରା ।ଚଳିତ ବର୍ଷ ହୃଷୀକେଶଭୋଇ ଙ୍କସ ଭୂମିକା ରେ ଭାଗ ନେବେ ଏହାକୁ ନେଇ ଗୁରୁବାର ଅପରାହ୍ନ ୪ଟା ରେ କଚେରୀ ଛକରେ ପ୍ରତିକ୍ରିୟା ରଖିଛନ୍ତି ଧନୁଯାତ୍ରା କମିଟି ର ସଭାପତି ଶ୍ରୀ ମୁନ୍ନା ମହାନ୍ତି