ବ୍ୟାସନଗର ଷ୍ଟାଡିୟମ ସ୍ଥିତ ଏକ ଘରୋଇ ସ୍କୁଲ ଯୋଗଦେଲେ ଓଲିଉଡ଼ ନାୟିକା ପୁନମ,ଛାତ୍ରୀଛାତ୍ରୀଙ୍କନାଚ ଦେଖି ହେଲେ ବିଭୋର l ଆଜି ଏକ ଘରୋଇ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ ଓଲିଉଡ଼ ନାୟିକା ପୁନମ ମିଶ୍ର l ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀ ଏଭଳି ନୃତ୍ୟ ପରିବେଷଣ କରିଥିଲେ ଯାହାକୁ ଦେଖି ଆତ୍ମବିଭୋର ହେବା ସହିତ ଉତ୍ସାହିତ କରିଥିଲେ ପୁନମ l