Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦେବଗଡ: ସପ୍ତମ ଦିବସରେ ଦେବଗଡର ପ୍ରସିଦ୍ଧ ଗଣେଶ ମେଳା; ଜମିଲା ସାଂସ୍କୃତିକ ମଣ୍ଡପ, ଝୁମିଲେ ଦର୍ଶକ

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବଗଡ ଗଣେଶ ମେଳା ମଙ୍ଗଳବାର ସପ୍ତମ ଦିବସରେ ପହଂଚିଥିବା ବେଳେ ପ୍ରବଳ ବର୍ଷା ସତ୍ୱେ ହଜାର ହଜାର ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ଗୋପବନ୍ଧୁ ଛକ ସାଂସ୍କୃତିକ ମଣ୍ଡପରେ ରାତି ପ୍ରାୟ ୧୧ ଟା ପର୍ଯ୍ୟନ୍ତ ମେଲୋଡି ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶିତ ହୋଇଥିବା ବେଳେ ହଜାର ହଜାର ଦର୍ଶକ ସଙ୍ଗୀତର ତାଳେ ତାଳେ ଝୁମିଥିବା ଦେଖାଯାଇଥିଲା । ଅନ୍ୟପଟେ ପୂଜାମଣ୍ଡପରେ ହଜାର ହଜାର ଶ୍ରଦ୍ଧାଳୁ ଅଗ୍ରପୂଜ୍ୟ ଗଜାନନଙ୍କ ଆଶିଷ କାମନା କରିଥିବା ବେଳେ ପୂଜା ମଣ୍ଡପ ପାଶ୍ୱର୍ରେ ଆଧୂନିକ ସଙ୍କିର୍ତନ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ।

MORE NEWS