ଚମ୍ପୁଆ: ଯୋଡା ବ୍ଲକରେ ପିଏମ କିଷାନ ହିତାଧିକାରୀଙ୍କ ୨ଖାନା ସଂଶୋଧନ ରିଭ୍ୟୁ ମିଟିଂ ଅନୁଷ୍ଠିତ
ପିଏମ କିଷାନ ହିତାଧିକାରୀଙ୍କ ୨ଖାନା ସଂଶୋଧନ ପାଇଁ ଯୋଡା ବ୍ଲକରେ ଏକ ରିଭ୍ୟୁ ମିଟିଂ ଅନୁଷ୍ଠିତ ହୋଇଥିବା ଆଜି ବଡବିଲ ତହସିଲ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ମିଟିଂରେ ବଡବିଲ ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ଲକ କୃଷି ଅଧିକାରିଣୀ ପ୍ରମୁଖ ଉପସ୍ଥିତ ରହିଥିଲେ।