ସୋର: SIR 2026 Final Publication ପାଇଁ CDEO ଜିଲ୍ଲାପରିଷଦ ରୂପରେ ଭୁମିକା
Soro, Balasore | Sep 21, 2026 ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ଫାଇନାଲ ପବ୍ଲିକେସନ ସହ ଜଡିତ ସୂଚନା ବାଇଠକ ସୋର ପଞ୍ଚାୟତ ସମିତି କକ୍ଷରେ ଆଜି ପୂର୍ବାହ୍ନ ଏଗାରୋଟି ଟାରେ ହୋଇଛି। ଜିଲ୍ଲା ପରିଷଦର ବିଭିନ୍ନ ଅଧିକାରୀ ଏଥିରେ ଯୋଗ ଦେଇଥିଲେ।