Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

#ଅନୁଗୋଳରେ_ଗାଡି_ଚାଳକଙ୍କ_ପାଇଁ_କଟକଣା। #ଅଗଷ୍ଟ୧_ରୁ_ଲାଗୁହେବ #ଏହି_କଟକଣା #ନିୟମ_ଉଲଘଂନ_କଲେ_ଦେବେ_ଫାଇନ। ଅନୁଗୋଳ ଟ୍ରାଫିକ୍ ପୋଲିସର ନୂଆ ପଦକ୍ଷେପ। AI, CCTV ଜରିଆରେ ଇ-ଚାଲାଣ କରିବ ପୋଲିସ। ଅଗଷ୍ଟ ମାସ ୧ ତାରିଖରୁ ହେବ କାର୍ଯ୍ୟକ୍ରମ। ଅନୁଗୋଳର ପାଞ୍ଚଟି ପ୍ରମୁଖ ଛକରେ କାର୍ଯ୍ୟକାରୀ ହେଉଛି ଏହି କ୍ୟାମେରା। ମୋଟର ଯାନ ଆଇନର ଧାରା 194(C) ଏବଂ 194(D) ଅନୁଯାୟୀ ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଏବଂ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରାଯିବ। #TRAFICRULES #TraficPolice #anugul #anguldistrictadministration #angola #anugolasp #OdishaPolice #Odisha #OdishaNews #angulexpress

Anugul, Angul | Jul 29, 2026